ଶିକ୍ଷା, ଶିକ୍ଷାୟତନ ର ଭୂମିକା ଆମ ଜୀବନର ଏକ ମୁଖ୍ୟ ଅଙ୍ଗ। ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଆମ ମହାବିଦ୍ୟାଳୟ ଆଜି ପ୍ରତିଷ୍ଠିତ ହୋଇପାରିଛି । ଏହାର ଶୈକ୍ଷିକ ବାତାବରଣ ଆମ ମହାବିଦ୍ୟାଳୟ ର ମାନ ବୃଦ୍ଧି କରିଛି । ସମାଜ ରେ ଉତ୍ତମ ଛାତ୍ର ଗୋଷ୍ଠୀ ତିଆରିରେ ଭୂମିକା ଗ୍ରହଣ କରିପାରିଛି ।